ଗଡ଼ିବନି ରୁକୁଣା ରଥ : କରୋନା ଯୋଗୁଁ ରିସ୍କ୍‌ ନେଇ ପାରିବନି ପ୍ରଶାସନ, ଭାଙ୍ଗିବ ପରମ୍ପରା

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଆଜି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି। ଆଜି … Continue reading ଗଡ଼ିବନି ରୁକୁଣା ରଥ : କରୋନା ଯୋଗୁଁ ରିସ୍କ୍‌ ନେଇ ପାରିବନି ପ୍ରଶାସନ, ଭାଙ୍ଗିବ ପରମ୍ପରା